ମହାନଦୀରେ ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ : ସପ୍ତାହେ ପରେ ହେବ କାର୍ଯ୍ୟକ୍ଷମ

କଟକ: ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌କୁ ଆସିଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ। ଗୁରୁବାର ଏହି ରେଷ୍ଟୁରାଣ୍ଟର ଖଞ୍ଜିବା କାମ ଆରମ୍ଭ ହୋଇଛି। ସମସ୍ତ ଅଂଶ ଖଞ୍ଜାଯିବା କାର୍ଯ୍ୟ ଶେଷ ହେବାକୁ ପାଖାପାଖି ୭ ଦିନ ସମୟ ଲାଗିବ। ପରେ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ପାଣି ଭିତରେ ଛଡ଼ାଯିବ ବୋଲି ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ପ୍ରକଳ୍ପ ମୁଖ୍ୟ କମଳ ଦେ’ ସୂଚନା ଦେଇଛନ୍ତି। … Continue reading ମହାନଦୀରେ ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ : ସପ୍ତାହେ ପରେ ହେବ କାର୍ଯ୍ୟକ୍ଷମ